അർത്ഥം : ଖରାପ ବା କଷ୍ଟକର ହୋଇଥିବା ପରିଣାମ
ഉദാഹരണം :
ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
പര്യായപദങ്ങൾ : ହାନି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
ഉദാഹരണം :
ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
മറ്റ് ഭാഷകളിലേക്കുള്ള വിവർത്തനം :