അർത്ഥം : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
ഉദാഹരണം :
ପିଲାମାନେ ପାଣିରେ ଖେଳୁଛନ୍ତି
പര്യായപദങ്ങൾ : ଆମୋଦପ୍ରମୋଦ, କେଳି, କୌତୁକ, ଖେଳ, ବିନୋଦ, ବିହାର
മറ്റ് ഭാഷകളിലേക്കുള്ള വിവർത്തനം :
Activities that are enjoyable or amusing.
I do it for the fun of it.