അർത്ഥം : ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ഉദാഹരണം :
ଆଜି ମଧ୍ୟ ଭଲ ଓଡ଼ିଆ ଶବ୍ଦକୋଷର ଅଭାବ ରହିଛି
പര്യായപദങ്ങൾ : ଅଭିଧାନ, ଶବ୍ଦକୋଷ
മറ്റ് ഭാഷകളിലേക്കുള്ള വിവർത്തനം :
A reference book containing an alphabetical list of words with information about them.
dictionary, lexiconഅർത്ഥം : ସଞ୍ଚିତ ଧନ, ଜ୍ଞାନଆଦି
ഉദാഹരണം :
କୋଷକୁ ଉଚିତ ଜାଗାରେ ଖର୍ଚ୍ଚ କରିବା ଉଚିତ୍ ଦାଦା ଜଣେ ଚଲା ବୁଲା କୋଷ
പര്യായപദങ്ങൾ : ନିଧି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ
ഉദാഹരണം :
ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି
പര്യായപദങ്ങൾ : ଭଣ୍ଡାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶରୀର ରଚନାର ଏକ ଭାଗ ଯାହା ସମାନ କାର୍ଯ୍ୟ ଏବଂ ସଂରଚନାତ୍ମକ କୋଷିକାମାନଙ୍କ ସହିତ ମିଳି ତିଆରି ହୋଇଥାଏ
ഉദാഹരണം :
ମାନବ ଶରୀରରେ ବିଭିନ୍ନ ପ୍ରକାରର କୋଷ ମିଳିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
Part of an organism consisting of an aggregate of cells having a similar structure and function.
tissueഅർത്ഥം : ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
ഉദാഹരണം :
ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ
പര്യായപദങ്ങൾ : କୋଷାଗାର, ଭଣ୍ଡାର
മറ്റ് ഭാഷകളിലേക്കുള്ള വിവർത്തനം :
A storehouse for treasures.
treasure house