അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଆଜିକାଲିର ତିନି କିଲୋମିଟର ଦୂରତାର ଏକ ମାପ
ഉദാഹരണം : ତାକୁ ସବୁଦିନ ଏକ କୋଶ ପର୍ଯ୍ୟନ୍ତ ପାଦରେ ଚାଲିବାକୁ ପଡ଼େ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
दूरी की एक नाप जो आज-कल लगभग तीन किलोमीटर की होती है।
അർത്ഥം : ଦୁଧ ପିଇ ଜୀବନଯାପନ କରୁଥିବା ମଣିଷର ଗୁପ୍ତାଙ୍ଗ ତଳେ ଥିବା ଥଳୀ ଯେଉଁଥିରେ ଦୁଇଟି ଅଣ୍ଡାକୃତିର ମାଂସ ପିଣ୍ଡୁଳା ଥାଏ
ഉദാഹരണം : ତାର ଅଣ୍ଡକୋଷରେ ଘା ହୋଇଛି
പര്യായപദങ്ങൾ : ଅଣ୍ଡ, ଅଣ୍ଡକୋଷ, କୋଷ, ମୁଷ୍କ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
दूध पीकर पलनेवाले जीवों के नरों की इंद्रिय के नीचे की थैली जिसमें दो गुठलियाँ होती हैं।
The external pouch that contains the testes.
അർത്ഥം : ରେଶମ କୀଟର କୋଷ ବା ଘର
ഉദാഹരണം : ଗୋଟି ପୋକ ଖୋଳରେ ରହେ ଓ ବଢ଼େ
പര്യായപദങ്ങൾ : କୋଷ
रेशम के कीड़े का कोश या घर।
Outer sheath of the pupa of certain insects.
ഇൻസ്റ്റാൾ ചെയ്യുക