അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଚାରିପଟରେ କାନ୍ଥଦ୍ୱାରା ଘେରା ଏବଂ ଛାଉଣି ହୋଇଥିବା ଘରର ଛୋଟ ଅଂଶ
ഉദാഹരണം : ମୋ କୋଠରୀ ଦ୍ୱିତୀୟ ମହଲାରେ
പര്യായപദങ്ങൾ : କକ୍ଷ, ବଖରା, ରୁମ୍
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
चारों ओर से दीवारों से घिरा और छाया हुआ मकान आदि का छोटा हिस्सा।
An area within a building enclosed by walls and floor and ceiling.
അർത്ഥം : ରେଖାଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ
ഉദാഹരണം : ସେ ନିଜ ଉତ୍ତରଖାତାରେ କୋଠରୀ ତିଆରି କରୁଛି
പര്യായപദങ്ങൾ : ଚାରିକୋଣିଆ ଘରର ଚିତ୍ର
सारणी, चक्र आदि का रेखाओं से घिरा हुआ विभाग।
A rectangular drawing.
അർത്ഥം : କୌଣସି କୋଠରୀରେ ଉପସ୍ଥିତ ଲୋକ
ഉദാഹരണം : ତା କଥା ଶୁଣି ପୂରା କକ୍ଷ ହସି ଉଠିଲା
പര്യായപദങ്ങൾ : କକ୍ଷ
किसी कमरे में उपस्थित लोग।
The people who are present in a room.
ഇൻസ്റ്റാൾ ചെയ്യുക