അർത്ഥം : କୋକୋଆ ନାମକ ବୃକ୍ଷରୁ ପ୍ରାପ୍ତ ମଞ୍ଜି
ഉദാഹരണം :
କୋକୋଆ ମଞ୍ଜିରୁ କୋକୋ ପ୍ରସ୍ତୁତ ହୁଏ
പര്യായപദങ്ങൾ : କୋକୋଆ, କୋକୋଆ ମଞ୍ଜି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରାୟ ଛଅରୁ ଆଠ ମିଟର ଉଚ୍ଚ ଏକ ଚିରହରିତ ବୃକ୍ଷ
ഉദാഹരണം :
କୋକୋଆ ମଞ୍ଜିରୁ କୋକୋଆ ପ୍ରସ୍ତୁତ ହୁଏ
പര്യായപദങ്ങൾ : କୋକୋଆ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୋକୋଆ ଗଛର ମଞ୍ଜିକୁ ଭାଜି ଚୂରି ପ୍ରସ୍ତୁତ ହେଉଥିବା ଚୂର୍ଣ୍ଣ
ഉദാഹരണം :
ଅନେକ ପ୍ରକାର ଖାଦ୍ୟପଦାର୍ଥରେ କୋକୋଆ ବ୍ୟବହାର କରାଯାଏ
പര്യായപദങ്ങൾ : କୋକୋଆ
മറ്റ് ഭാഷകളിലേക്കുള്ള വിവർത്തനം :
काकाओ वृक्ष के बीजों को भूनकर और पीसकर बनाया हुआ चूर्ण।
कोको का उपयोग कई प्रकार की खाद्यवस्तुओं में होता है।Powder of ground roasted cacao beans with most of the fat removed.
cocoa