അർത്ഥം : ସେହି ସ୍ଥାନ ଯାହା କୌଣସି କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ ହୋଇଛି ବା ସେଠାରେ କୌଣସି କାର୍ଯ୍ୟ ବିଶେଷ ରୂପରେ ହୋଇଥାଏ
ഉദാഹരണം :
ଦିଲ୍ଲୀ ନେତାମାନଙ୍କ ନିମନ୍ତେ ଗୋଟିଏ ରାଜନୈତିକ କେନ୍ଦ୍ର
പര്യായപദങ്ങൾ : ଆଡ଼୍ଡ଼ା, କେନ୍ଦ୍ର, କେନ୍ଦ୍ର ସ୍ଥଳ
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जो किसी कार्य आदि के लिए नियत हो या वहाँ कोई कार्य विशेष रूप से होता हो।
दिल्ली नेताओं के लिए एक राजनैतिक केंद्र है।