അർത്ഥം : ଚାରିଆଡ଼କୁ ବା ଦୂରଦୂରାନ୍ତ ବିସ୍ତାରିତ ହୋଇଥିବା ଅନ୍ୟ କାର୍ଯ୍ୟାଳୟଗୁଡ଼ିକୁ ସଂଚାଳିତ କରୁଥିବା ମୂଳ ବା ମୁଖ୍ୟ କାର୍ୟାଳୟ
ഉദാഹരണം :
ଭାରତର ରାଜଧାନୀ ଦିଲ୍ଲୀ ହେବା କାରଣରୁ ସବୁ ରାଜନୈତିକ ଦଳର ପ୍ରଧାନ କାର୍ଯ୍ୟାଳୟ ଦିଲ୍ଲୀରେ ଅଛି
പര്യായപദങ്ങൾ : ପ୍ରଧାନ କାର୍ଯ୍ୟାଳୟ, ମୁଖ୍ୟ କାର୍ୟାଳୟ, ମୁଖ୍ୟାଳୟ, ସଦର
മറ്റ് ഭാഷകളിലേക്കുള്ള വിവർത്തനം :
वह मूल या मुख्य कार्यालय जहाँ से चारों ओर दूर-दूर तक फैले हुए अन्य कार्यालयों का संचालन होता है।
भारत की राजधानी दिल्ली होने के कारण सभी राजनीतिक दलों का प्रधान कार्यालय दिल्ली में ही है।(usually plural) the office that serves as the administrative center of an enterprise.
Many companies have their headquarters in New York.