അർത്ഥം : କୌଣସି ବିଶେଷ କାର୍ଯ୍ୟ ନିମନ୍ତେ କିଛି ଲୋକ ମିଳିତ ବା ଏକାଠି ହେବା ବା ରହିବାର ଜାଗା
ഉദാഹരണം :
ଏହି ସହର ଅସାମାଜିକ କାରଣର ଆଡ଼୍ଡ଼ା ବନିଯାଇଛି ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ୍ନୌ କ୍ରାନ୍ତିକାରୀମାନଙ୍କ ଆଡ଼୍ଡ଼ା ପାଲଟିଯାଇଥିଲା
പര്യായപദങ്ങൾ : ଆଡ଼୍ଡ଼ା, ଗଡ଼, ପେଣ୍ଠସ୍ଥଳୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦେଶରେ ଶାସନ କରୁଥିବା ସରକାର ଯାହାଙ୍କ ମୁଖ୍ୟାଳୟ ଦେଶର ରାଜଧାନୀରେ ଥାଏ
ഉദാഹരണം :
କେନ୍ଦ୍ର ଚାଷୀଙ୍କ ନିମନ୍ତେ ନୂଆନୂଆ ଯୋଜନାସବୁ ପ୍ରଣୟନ କରୁଛି
പര്യായപദങ്ങൾ : କେଂଦ୍ର, କେଂଦ୍ର ସରକାର, କେନ୍ଦ୍ର ସରକାର
അർത്ഥം : ସେହି ସ୍ଥାନ ଯାହା କୌଣସି କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ ହୋଇଛି ବା ସେଠାରେ କୌଣସି କାର୍ଯ୍ୟ ବିଶେଷ ରୂପରେ ହୋଇଥାଏ
ഉദാഹരണം :
ଦିଲ୍ଲୀ ନେତାମାନଙ୍କ ନିମନ୍ତେ ଗୋଟିଏ ରାଜନୈତିକ କେନ୍ଦ୍ର
പര്യായപദങ്ങൾ : ଆଡ଼୍ଡ଼ା, କେନ୍ଦ୍ର ସ୍ଥଳ, କେନ୍ଦ୍ରୀୟ ସ୍ଥାନ
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जो किसी कार्य आदि के लिए नियत हो या वहाँ कोई कार्य विशेष रूप से होता हो।
दिल्ली नेताओं के लिए एक राजनैतिक केंद्र है।അർത്ഥം : ଆପଣଙ୍କ ରୁଚିଥିବା ବା ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିବା ବସ୍ତୁ
ഉദാഹരണം :
ପଡିଆର ଖେଳୁଥିବା ଖେଳାଳି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ
പര്യായപദങ്ങൾ : କେଂଦ୍ର
മറ്റ് ഭാഷകളിലേക്കുള്ള വിവർത്തനം :
The object upon which interest and attention focuses.
His stories made him the center of the party.അർത്ഥം : ମଧ୍ୟ ଭାଗ ବା ସ୍ଥାନ
ഉദാഹരണം :
ଘରର ମଝିରେ ଅଗଣା ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପରମାଣୁ ମଧ୍ୟଭାଗରେ ଯେଉଁଠି ଧନାତ୍ମକ ଆବେଶ ଥାଏ
ഉദാഹരണം :
ପରମାଣୁ ନାଭିକେନ୍ଦ୍ରରେ ଉଭୟ ପ୍ରୋଟନ୍ ଓ ନ୍ୟୁଟ୍ରନ୍ ଥାଏ
പര്യായപദങ്ങൾ : ନାଭିକେନ୍ଦ୍ର
മറ്റ് ഭാഷകളിലേക്കുള്ള വിവർത്തനം :
The positively charged dense center of an atom.
nucleusഅർത്ഥം : କୌଣସି ବୃତ ବା ପରିଧି ବା ପଂକ୍ତିର ଠିକ୍ ମଧ୍ୟ ଭାଗୀୟ ବିନ୍ଦୁ ବା ଭାଗ
ഉദാഹരണം :
ଏହି ବୃତ୍ତର କେନ୍ଦ୍ରବିନ୍ଦୁରୁ ଏକ ରେଖା ଟାଣ
പര്യായപദങ്ങൾ : କେନ୍ଦ୍ରବିନ୍ଦୁ, ବିନ୍ଦୁନାଭି, ମଧ୍ୟବିନ୍ଦୁ
മറ്റ് ഭാഷകളിലേക്കുള്ള വിവർത്തനം :
किसी वृत्त या परिधि या पंक्ति के ठीक बीचों-बीच का बिन्दु या भाग।
इस वृत्त के केंद्र बिंदु से जाती हुई एक रेखा खींचो।