പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള କେଂଦ୍ର എന്ന വാക്കിന്റെ അർത്ഥവും ഉദാഹരണവും.

କେଂଦ୍ର   ବିଶେଷ୍ୟ

അർത്ഥം : ଦେଶରେ ଶାସନ କରୁଥିବା ସରକାର ଯାହାଙ୍କ ମୁଖ୍ୟାଳୟ ଦେଶର ରାଜଧାନୀରେ ଥାଏ

ഉദാഹരണം : କେନ୍ଦ୍ର ଚାଷୀଙ୍କ ନିମନ୍ତେ ନୂଆନୂଆ ଯୋଜନାସବୁ ପ୍ରଣୟନ କରୁଛି

പര്യായപദങ്ങൾ : କେଂଦ୍ର ସରକାର, କେନ୍ଦ୍ର, କେନ୍ଦ୍ର ସରକାର

അർത്ഥം : ଜନ୍ମକୁଣ୍ଡଳୀରେ ଗ୍ରହଙ୍କ ପ୍ରଥମ, ଚତୁର୍ଥ, ସପ୍ତମ ଏବଂ ଦଶମତମ ସ୍ଥାନ

ഉദാഹരണം : ଜ୍ୟୋତିଷେ କେନ୍ଦ୍ରକୁ ଶୁଭ ଫଳଦାୟୀ ବୋଲି କହୁଛନ୍ତି

പര്യായപദങ്ങൾ : କେନ୍ଦ୍ର


മറ്റ് ഭാഷകളിലേക്കുള്ള വിവർത്തനം :

जन्मकुंडली में ग्रहों का पहला, चौथा, सातवाँ और दसवाँ स्थान।

ज्योतिषी जी केंद्र को शुभ फलदायी बता रहे हैं।
केंद्र, केन्द्र

അർത്ഥം : ଆପଣଙ୍କ ରୁଚିଥିବା ବା ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିବା ବସ୍ତୁ

ഉദാഹരണം : ପଡିଆର ଖେଳୁଥିବା ଖେଳାଳି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ

പര്യായപദങ്ങൾ : କେନ୍ଦ୍ର


മറ്റ് ഭാഷകളിലേക്കുള്ള വിവർത്തനം :

वह वस्तु जिसमें आपकी रुचि हो या जिस पर आपका ध्यान केंद्रित हो।

मैदान में खेल रहे खिलाड़ी दर्शकों के आकर्षण का केंद्र होते हैं।
केंद्र, केन्द्र

The object upon which interest and attention focuses.

His stories made him the center of the party.
center, center of attention, centre, centre of attention