അർത്ഥം : ଯେଉଁ ପଦରେ ଶ୍ଳିଷ୍ଟ ଶବ୍ଦମାନଙ୍କର ପ୍ରୟୋଗ ହୋଇଛି ଏବଂ ସେଥିପାଇଁ ଯାହାର ଅର୍ଥ ସବୁଲୋକ ଶୀଘ୍ର ବୁଝି ପାରିବେନାହିଁ
ഉദാഹരണം :
ସୁର ଦାସଙ୍କ ଭ୍ରମର ଗୀତ କୂଟ ପଦରେ ଭର୍ତ୍ତି ହୋଇଛି
പര്യായപദങ്ങൾ : କୂଟ ପଦ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
ഉദാഹരണം :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
പര്യായപദങ്ങൾ : କଠିନ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ, ତେଢ଼ା
മറ്റ് ഭാഷകളിലേക്കുള്ള വിവർത്തനം :
Difficult to analyze or understand.
A complicated problem.