അർത്ഥം : ବଂଶରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି
ഉദാഹരണം :
ରାମ ରଘୁବଂଶର କୁଳଭୂଷଣ ଥିଲେ
പര്യായപദങ്ങൾ : କୁଳଚୂଡ଼ାମଣି, କୁଳଭୂଷଣ, କୁଳଶ୍ରେଷ୍ଠ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଜ କୁଳ, ଜାତି, ପରିବାର ଆଦିର କୀର୍ତ୍ତି, ଯଶ ବା ଶୋଭା ବଢ଼ାଉଥିବା ବ୍ୟକ୍ତି
ഉദാഹരണം :
କୁଳତିଳକ ସାରା ସମାଜପାଇଁ ପ୍ରେରକ ହୁଅନ୍ତି
പര്യായപദങ്ങൾ : ବଂଶଗୌରବବର୍ଦ୍ଧକ
മറ്റ് ഭാഷകളിലേക്കുള്ള വിവർത്തനം :