പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള କୁମ୍ଭ എന്ന വാക്കിന്റെ അർത്ഥവും ഉദാഹരണവും.

କୁମ୍ଭ   ବିଶେଷ୍ୟ

അർത്ഥം : ପ୍ରତି ବାରବର୍ଷରେ ପଡ଼ୁଥିବା ଏକ ପର୍ବ

ഉദാഹരണം : ପ୍ରୟାଗରାଜରେ କୁମ୍ଭମେଳା ହୁଏ

പര്യായപദങ്ങൾ : କୁଂଭ


മറ്റ് ഭാഷകളിലേക്കുള്ള വിവർത്തനം :

प्रति बारहवें वर्ष पड़ने वाला एक पर्व।

प्रयागराज में कुंभ का मेला लगता है।
कुंभ, कुम्भ

A day or period of time set aside for feasting and celebration.

festival

അർത്ഥം : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା

ഉദാഹരണം : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ

പര്യായപദങ്ങൾ : କଳଶ, ଘଟ, ମାଠିଆ


മറ്റ് ഭാഷകളിലേക്കുള്ള വിവർത്തനം :

पानी भरने या रखने का एक बर्तन।

खाली कलश में जल भर दो।
कलश, कलशा, कलसा, घट, घैला, निप

A large vase that usually has a pedestal or feet.

urn

അർത്ഥം : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ କୁମ୍ଭରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର କୁମ୍ଭରାଶିରେ ଥାଏ

ഉദാഹരണം : କୁମ୍ଭରାଶିପାଇଁ ଏବର୍ଷର ପ୍ରଭାବ ମିଶ୍ରିତ ରହିବ

പര്യായപദങ്ങൾ : କୁଂଭ, କୁଂଭରାଶି, କୁମ୍ଭରାଶି


മറ്റ് ഭാഷകളിലേക്കുള്ള വിവർത്തനം :

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य कुंभराशि में हो।

कुंभराशिवालों के लिए इस वर्ष का असर मिला-जुला रहेगा।
कुंभ राशिवाला, कुंभराशिवाला, कुम्भ राशिवाला, कुम्भराशिवाला

(astrology) a person who is born while the sun is in Aquarius.

aquarius, water bearer

അർത്ഥം : ଜ୍ୟୋତିଷ ଶାସ୍ତ୍ରର ଏଗାରତମ ରାଶି ଯେଉଁଥିରେ ଧନିଷ୍ଠାର ଉତ୍ତରାର୍ଦ୍ଧ, ସମ୍ପୂର୍ଣ୍ଣ ଶତଭିଷା, ଏବଂ ପୂର୍ବ ଭାଦ୍ରପଦକୁ ନେଇ ତିନିପାଦ ରହିଛି

ഉദാഹരണം : ଏହି ମାସ ଶେଷରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ

പര്യായപദങ്ങൾ : କୁମ୍ଭରାଶି


മറ്റ് ഭാഷകളിലേക്കുള്ള വിവർത്തനം :

ज्योतिष में, ग्यारहवीं राशि जिसमें धनिष्ठा का उत्तरार्द्ध, पूरा शतभिषा और पूर्व भाद्रपद के तीन पाद हैं।

इस महीने के अंत में सूर्य कुंभ राशि में प्रवेश कर जायेगा।
कुंभ, कुंभ राशि, कुंभराशि, कुम्भ, कुम्भ राशि, कुम्भराशि

The eleventh sign of the zodiac. The sun is in this sign from about January 20 to February 18.

aquarius, aquarius the water bearer, water bearer

അർത്ഥം : ହାତୀ ମୁଣ୍ଡର ଦୁଇପାଖର ଉପରିଭାଗ

ഉദാഹരണം : ମାହୁନ୍ତ ବସିଥିବା ହାତୀର କୁମ୍ଭଉପରେ ଗୋଡ଼ରଖି ତା ପିଠିରେ ଚଢ଼ିଲା

പര്യായപദങ്ങൾ : କୁଂଭ


മറ്റ് ഭാഷകളിലേക്കുള്ള വിവർത്തനം :

हाथी के सिर के दोनों ओर का ऊपरवाला भाग।

हाथीवान बैठे हुए हाथी के कुंभ पर पैर रखकर उसकी पीठ पर चढ़ा।
कुंभ, कुम्भ