അർത്ഥം : ଦଶବର୍ଷରୁ ଅଧିକ ବୟସର ଅବିବାହିତା ଝିଅ
ഉദാഹരണം :
ବାଡ଼ୁଅଝିଅ ନିମନ୍ତେ ଅନେକ ପ୍ରସ୍ତାବ ଆସୁଛି
പര്യായപദങ്ങൾ : ଅଭିଆଡ଼ୀ ଝିଅ, ନବଯୁବତୀ, ବାଡ଼ୁଅଝିଅ, ବଢ଼ିଲାଝିଅ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
ഉദാഹരണം :
ସେ ଦୁର୍ଗାପୂଜା ସମୟରେ ଏଗାର ଜଣ କୁମାରୀଙ୍କୁ ଖାଇବାକୁ ଦିଅନ୍ତି
പര്യായപദങ്ങൾ : କୁଆଁରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
ഉദാഹരണം :
ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
പര്യായപദങ്ങൾ : ଅବିବାହିତ ନାରୀ, ଅବିବାହିତା, କୁଆଁରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର କୌମାର୍ଯ୍ୟ ଭଙ୍ଗ ହୋଇନାହିଁ
ഉദാഹരണം :
ନବରାତ୍ରରେ କୁମାରୀଗଣଙ୍କୁ ଭୋଜନ କରିବା ନିମନ୍ତେ ଆମନ୍ତ୍ରଣ କରାଯାଏ
പര്യായപദങ്ങൾ : କୁଆଁରୀ
മറ്റ് ഭാഷകളിലേക്കുള്ള വിവർത്തനം :