അർത്ഥം : ମଳତ୍ୟାଗ କରିବାପାଇଁ ପେଟର ବାୟୁକୁ ତଳକୁ ଚାପିବା
ഉദാഹരണം :
କୋଷ୍ଟକାଷ୍ଠିନ୍ୟ ରୋଗୀ ଅଧିକ କୁନ୍ଥାନ୍ତି
പര്യായപദങ്ങൾ : କୁନ୍ଥନ କରିବା, କୁନ୍ଥାଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଷ୍ଟହେତୁ ମୁହଁରୁ ବ୍ୟଥାପୂର୍ଣ୍ଣ ଶବ୍ଦ ବାହାରିବା
ഉദാഹരണം :
ସେ ଖଟରେ ପଡ଼ିରହି କୁନ୍ଥାଉଥିଲା
പര്യായപദങ്ങൾ : ଆହା ଉହୁ କରିବା, ଉହୁ ଆହା କରିବା, କୁନ୍ଥେଇବା
മറ്റ് ഭാഷകളിലേക്കുള്ള വിവർത്തനം :
कष्ट आदि में मुँह से व्यथासूचक शब्द निकलना या निकालना।
वह खाट पर पड़े-पड़े कराह रहा था।