അർത്ഥം : କୌଣସି ସୁନ୍ଦର ବା ପ୍ରିୟ ମନୁଷ୍ୟ ବା ବସ୍ତୁ ଉପରେ ପଡ଼ୁଥିବା ଦୃଷ୍ଟିର ଖରାପ ପ୍ରଭାବ
ഉദാഹരണം :
ଲୋକଙ୍କ ନଜର ଦୃଷ୍ଟିରୁ ବଞ୍ଚାଇବାପାଇଁ ମା’ ତାର ପିଲା ମଥାରେ କଳା ଟୋପା ଲଗାଇଦେଲେ
പര്യായപദങ്ങൾ : କୁଦୃଷ୍ଟି, ଖରାପ ଦୃଷ୍ଟି, ନଜର
മറ്റ് ഭാഷകളിലേക്കുള്ള വിവർത്തനം :
A look that is believed to have the power of inflicting harm.
evil eye