അർത്ഥം : କାଠ, ମାଟି, ପଥରଆଦିରେ ପାଣିରଖିବା ନିମନ୍ତେ ତିଆରି ହୋଇଥିବା ଗଭୀର ପାତ୍ର
ഉദാഹരണം :
କୁଣ୍ଡଟି ପାଣିରେ ଭର୍ତ୍ତି ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଳସେଚନପାଇଁ କୂଅରୁ ପାଣି ବାହାର କରିବାର ଏକ ପାତ୍ର
ഉദാഹരണം :
କୃଷକ କୁଣ୍ଡଦ୍ୱାରା ପାଣି ବାହାର କରି କ୍ଷେତରେ ଜଳସେଚନ କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
सिंचाई के लिए कुएँ से पानी निकालने का एक प्रकार का डोल।
किसान कूँड़ द्वारा पानी निकाल कर खेत की सिंचाई कर रहा है।അർത്ഥം : ମାଟିରେ ତିଆରି ଏକ ପ୍ରକାରର ବାସନ
ഉദാഹരണം :
କୁଣ୍ଡରେ ପାଣି ଗରମ କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
ഉദാഹരണം :
ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
പര്യായപദങ്ങൾ : ଟାଙ୍କି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଛୋଟ ନନ୍ଦିଆ
ഉദാഹരണം :
ଶୀଲା ବାଛୁରୀକୁ କୁଣ୍ଡରେ ପାଣି ପେଉଛି
മറ്റ് ഭാഷകളിലേക്കുള്ള വിവർത്തനം :