അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଋଷି ଓ ମୁନିମାନଙ୍କ ରହିବା ସ୍ଥାନ
ഉദാഹരണം : ବନବାସ କରିବା ସମୟରେ ଶୀରାମ ପଞ୍ଚବଟୀରେ ନିଜ ଆଶ୍ରମ ତିଆରି କଲେ
പര്യായപദങ്ങൾ : ଆଶ୍ରମ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
ऋषियों और मुनियों के रहने का स्थान।
The abode of a hermit.
അർത്ഥം : ଘାସ-କୁଟାର ବନାଯାଇଥିବା ଛୋଟ ଘର
ഉദാഹരണം : ରାମ ଗାଁ ବାହାରେ ରହିବାପାଇଁ ଗୋଟିଏ କୁଡ଼ିଆ ତିଆରି କରିଛି
പര്യായപദങ്ങൾ : କୁଡ଼ିଆ, ଝୋପଡ଼ି
घास-फूस की बनी हुई कुटी या झोपड़ी।
Small crude shelter used as a dwelling.
ഇൻസ്റ്റാൾ ചെയ്യുക