അർത്ഥം : କୌଣସି ଜିନିଷକୁ ଭାଙ୍ଗିବା ବା ପେଶିବାପାଇଁ ତା ଉପରେ କିଛି ବଡ଼ ଓ ଭାରୀ ଜିନିଷଦ୍ୱାରା ବାରମ୍ବାର ଆଘାତ କରିବା
ഉദാഹരണം :
ସ୍ତ୍ରୀ ଲୋକମାନେ ଧାନ କୁଟୁଛନ୍ତି
പര്യായപദങ്ങൾ : ଛେଚିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी चीज़ को तोड़ने, पीसने आदि के लिए उस पर बार-बार किसी बड़ी और भारी चीज़ से आघात करना।
भाभी हल्दी कूट रही है।Break up into small pieces for food preparation.
Bruise the berries with a wooden spoon and strain them.അർത്ഥം : ହାତ,ଗୋଡ଼ ଆଦିରେ ଅନବରତ ଭାବେ ମାରିବା
ഉദാഹരണം :
ସିପାହୀ ଚୋରକୁ ବହୁତ କୁଟୁଛି
പര്യായപദങ്ങൾ : ମାରିବା, ମାଡ଼ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
हाथ, पैर आदि से लगातार मारना।
सिपाही चोर को खूब कूट रहा है।അർത്ഥം : ଶିଳ, ଘୋରଣା ଆଦିକୁ ଛେଣିରେ ଆବୁଡ଼ା ଖାବୁଡ଼ା କରିବା
ഉദാഹരണം :
ଶିଳ ଶିଳପୁଆ ଚିକ୍କଣିଆ ହୋଇଗଲେ ତାକୁ ସମୟସମୟରେ କୁଟାଯାଏ
പര്യായപദങ്ങൾ : ଆବୁଡ଼ା ଖାବୁଡ଼ା କରିବା
മറ്റ് ഭാഷകളിലേക്കുള്ള വിവർത്തനം :