അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କାଠ ଜିନିଷ କଷିବାପାଇଁ ତା ଦେହରେ ବାଡ଼ିଆ ଯାଉଥିବା କାଠରେ ତିଆରି ଖିଲ
ഉദാഹരണം : ମଜୁରିଆ କୋଦାଳ ବେଣ୍ଟ କଷିବାପାଇଁ ଖିଲ ବାଡଉଛି
പര്യായപദങ്ങൾ : କିଳା, କୀଳ, ଖୁଣ୍ଟି, ଗୋଜ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
लकड़ी आदि का वह टुकड़ा जो काठ की चीजों को कसने के लिए उनमें ठोंक देते हैं।
A block of wood used to prevent the sliding or rolling of a heavy object.
അർത്ഥം : କାଠ ଚିରିବା ସମୟରେ କାଠରେ ଯେଉଁ ଖିଲ ଦିଆଯାଏ
ഉദാഹരണം : କିଳା ବାଡ଼େଇ ଦେଲେ କାଠ ଚିରିବା ସହଜ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह पच्चड़ जिसको बढ़ई लकड़ी चीरते समय काठ में ठोंक देते हैं।
അർത്ഥം : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା
ഉദാഹരണം : ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା
പര്യായപദങ്ങൾ : କୀଳା, ଖିଲ
कहीं ठोंकने या गाड़ने के लिए लोहे या काठ की मेख।
Restraint that attaches to something or holds something in place.
ഇൻസ്റ്റാൾ ചെയ്യുക