അർത്ഥം : ଯେଉଁ ଅବସ୍ଥାରେ କଣ କରିବା ଉଚିତ୍ ବୋଲି ଜାଣି ହୁଏନାହିଁ
ഉദാഹരണം :
ସିଗାରେଟ ଟାଣୁଥିବା ସୌରଭ ଅକସ୍ମାତ ତା ବାପାକୁ ଦେଖି ହତବୁଦ୍ଧି ହୋଇଗଲା ଏକ ଭୟଙ୍କର ଶବ୍ଦ ଶୁଣି ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲୁ
പര്യായപദങ്ങൾ : ହତବୁଦ୍ଧି
മറ്റ് ഭാഷകളിലേക്കുള്ള വിവർത്തനം :
ऐसी अवस्था में जिसमें यह न सूझ पड़े कि अब क्या करना चाहिए।
अचानक अपने पिता को देखकर सिगरेट पीता सौरभ हक्का-बक्का रह गया।അർത്ഥം : ଯେ ବର୍ତ୍ତମାନ କଣ କରିବେ ସ୍ଥିର କରିପାରନ୍ତି ନାହିଁ
ഉദാഹരണം :
ଦ୍ୱିଧାଗ୍ରସ୍ତ ସ୍ଥିତିରେ ମନୁଷ୍ୟକୁ କିଛି ବି ବାଟ ଦିଶେନାହିଁ
പര്യായപദങ്ങൾ : ଦ୍ୱିଧାଗ୍ରସ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
जिसे यह न सूझ पड़े कि अब क्या करें।
दुविधाग्रस्त स्थिति में मनुष्य को कुछ भी नहीं सूझता।