അർത്ഥം : କୌଣସି ପ୍ରାଣୀର ସବୁ ଅଙ୍ଗର ସମୂହ ଯାହା ଏକ ରୂପ ସୃଷ୍ଟି କରିଥାଏ
ഉദാഹരണം :
ଶରୀରକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କର ଆମେ ଯେଉଁ ପ୍ରକାରେ ପୁରୁଣା ଲୁଗା ବଦଳିଥାଉ ସେହିପ୍ରକାରେ ଆତ୍ମା ଶରୀର ବଦଳାଇଥାଏ
പര്യായപദങ്ങൾ : ଗାତ୍ର, ତନୁ, ଦେହ, ବପୁ, ଶରୀର
മറ്റ് ഭാഷകളിലേക്കുള്ള വിവർത്തനം :
किसी प्राणी के सब अंगों का समूह जो एक इकाई के रूप में हो।
शरीर को स्वस्थ रखने के लिए व्यायाम करें।