അർത്ഥം : ମନଗଢ଼ା ବା ବାସ୍ତବିକ ଘଟଣାର ଆଧାରରେ ପ୍ରସ୍ତୁତ ହୋଇଥିବା ମୌଖିକ ବା ଲିଖିତ ବିବରଣୀ ଯାହାର ମୁଖ୍ୟ ଉଦ୍ଦେଶ୍ୟ ପାଠକଙ୍କର ମନୋରଞ୍ଜନ କରିବା,ସେମାନଙ୍କୁ କିଛି ଶିକ୍ଷା ଦେବା ବା କୌଣସି ବସ୍ତୁର ଅବସ୍ଥିତି ସମ୍ପର୍କରେ ପରିଚିତ କରାଇବା
ഉദാഹരണം :
ମୁନ୍ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ
പര്യായപദങ്ങൾ : ଆଖ୍ୟାନ, କଥା, କଥା କୃତି
മറ്റ് ഭാഷകളിലേക്കുള്ള വിവർത്തനം :
मन से गढ़ा हुआ या किसी वास्तविक घटना के आधार पर प्रस्तुत किया हुआ मौखिक या लिखित विवरण जिसका मुख्य उद्देश्य पाठकों का मनोरंजन करना, उन्हें कोई शिक्षा देना अथवा किसी वस्तु-स्थिति से परिचित कराना होता है।
मुंशी प्रेमचंद की कहानियाँ ग्रामीण परिवेश को अच्छी तरह से दर्शाती हैं।അർത്ഥം : କୌଣସି ମିଛ ବା ମନଗଢା କଥା
ഉദാഹരണം :
ସ୍କୁଲକୁ ଆସିବାରେ ଡେରିହେବାରୁ ପିଲାଟି କେତେ କଥା ଶୁଣାଉଛି
പര്യായപദങ്ങൾ : କଥା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦେଖିବା ବା ଶୁଣିବା ପାଇଁ ଡାଏଲଗ୍ ରୂପରେ ଲେଖାଯାଇଥିବା କାହାଣୀ
ഉദാഹരണം :
ଏହି ସିନେମାର ପଟକଥା ରୋମାଞ୍ଚକର
പര്യായപദങ്ങൾ : ପଟକଥା
മറ്റ് ഭാഷകളിലേക്കുള്ള വിവർത്തനം :
A written version of a play or other dramatic composition. Used in preparing for a performance.
book, playscript, script