അർത്ഥം : କଳା ହେବାର ଅବସ୍ଥା
ഉദാഹരണം :
ଆଜିକାଲି ଚେହେରାର କାଳିମା ଦୂର କରିବା ନାଁରେ ବଜାରରେ ବିଭିନ୍ନ ପ୍ରକାରର କ୍ରୀମ୍ ମିଳୁଛି
പര്യായപദങ്ങൾ : କଳାପଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହା ଉପରେ ଲଗାଯାଇଥିବା ଦୋଷ
ഉദാഹരണം :
ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
പര്യായപദങ്ങൾ : ଅପବାଦ, ଅପଯଶ, କଳଙ୍କ, ଦୋଷ, ଲାଞ୍ଛନ
മറ്റ് ഭാഷകളിലേക്കുള്ള വിവർത്തനം :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementഅർത്ഥം : ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ
ഉദാഹരണം :
କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ
മറ്റ് ഭാഷകളിലേക്കുള്ള വിവർത്തനം :
A black colloidal substance consisting wholly or principally of amorphous carbon and used to make pigments and ink.
carbon black, crock, lampblack, smut, soot