അർത്ഥം : ଏକ ପ୍ରକାର ରଙ୍ଗୀନ, ତରଳ ଅଥବା କିଛି ପରିମାଣରେ ଗାଢ଼ା ପଦାର୍ଥ ଯାହା ଲେଖିବା ବା ଲୁଗା କାଗଜଆଦି ଉପରେ ଛାପିବା କାମରେ ଲାଗେ
ഉദാഹരണം :
ମୋ କଲମରେ ଲାଲ୍ କାଳି ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
A liquid used for printing or writing or drawing.
inkഅർത്ഥം : ଯମୁନାରେ ରହୁଥିବା ଯେଉଁ ନାଗକୁ କୃଷ୍ଣ ପରାସ୍ତ କରିଥିଲେ
ഉദാഹരണം :
କାଳିୟ ନାଗ ଯମୁନାର କାଳୀଦହରେ ବାସ କରୁଥିଲା
പര്യായപദങ്ങൾ : କାଳିୟ ନାଗ, କାଳୀ ନାଗ
മറ്റ് ഭാഷകളിലേക്കുള്ള വിവർത്തനം :
एक नाग जो यमुना में रहता था और जिसे भगवान कृष्ण ने परास्त किया था।
कालिया नाग यमुना के कालीदह में निवास करता था।An imaginary being of myth or fable.
mythical being