അർത്ഥം : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
ഉദാഹരണം :
ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
പര്യായപദങ്ങൾ : ଅମର, ଅମର୍ତ୍ୟ, କାଳଜୟୀ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
മറ്റ് ഭാഷകളിലേക്കുള്ള വിവർത്തനം :
Not subject to death.
immortalഅർത്ഥം : ଯାହାର ସମୟ ବିତିଯାଇଛି
ഉദാഹരണം :
ସମୟ ଅତିକ୍ରାନ୍ତ ଔଷଧ ସେବନ କରିବା ବିପଦଜ୍ଜନକ ହୋଇପାରେ
പര്യായപദങ്ങൾ : ଅବଧି ସମାପ୍ତ, ସମୟ ଅତିକ୍ରାନ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
Having come to an end or become void after passage of a period of time.
An expired passport.