അർത്ഥം : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ
ഉദാഹരണം :
କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ
പര്യായപദങ്ങൾ : କଙ୍କାଳିନୀ, କାଳିକା, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ରେବତୀ, ଶ୍ୟାମା
മറ്റ് ഭാഷകളിലേക്കുള്ള വിവർത്തനം :
The ultimate manifestation of Shakti, and the mother of all living beings. A fierce form of Goddess Durga.
kaliഅർത്ഥം : ପ୍ରଳୟ ରାତ୍ରୀ
ഉദാഹരണം :
ଧର୍ମଗ୍ରନ୍ଥ ଅନୁସାରେ ସଂସାରର ପ୍ରଳୟ କାଳରାତ୍ରୀରେ ହେବ
പര്യായപദങ്ങൾ : କାଳ - ରାତ୍ରୀ
മറ്റ് ഭാഷകളിലേക്കുള്ള വിവർത്തനം :
प्रलय की रात, जिसमें सारी सृष्टि नष्ट हो जाती है और जिसे ब्रह्मा की रात्रि भी कहते हैं।
धर्म ग्रन्थों के अनुसार कालरात्रि में सृष्टि की समाप्ति हो जायेगी।