അർത്ഥം : ଯେଉଁ ସ୍ଥାନରେ ଦଣ୍ଡ ପାଉଥିବା ଅପରାଧୀଙ୍କୁ ଆବଦ୍ଧ କରି ରଖାଯାଏ
ഉദാഹരണം :
ଚୋରି ଅପରାଧରେ ସେ ଜେଲ୍ ଗଲା
പര്യായപദങ്ങൾ : କାରାଗାର, କାରାଗୃହ, କୈଦଖାନା, ଜେଲ୍, ଜେଲ୍ଖାନା, ବନ୍ଦୀ ଗୃହ
മറ്റ് ഭാഷകളിലേക്കുള്ള വിവർത്തനം :
A correctional institution where persons are confined while on trial or for punishment.
prison, prison houseഅർത്ഥം : କୌଣସି ସ୍ଥାନଆଦିରେ ବନ୍ଦ ରହିବା କ୍ରିୟା
ഉദാഹരണം :
ପଣ୍ଡିତ ଜବାହରଲାଲ ନେହେରୁ କାରାବାସ ସମୟରେ ମଧ୍ୟ ସବୁବେଳେ ଲେଖୁଥିଲେ
പര്യായപദങ്ങൾ : ବନ୍ଦୀ
മറ്റ് ഭാഷകളിലേക്കുള്ള വിവർത്തനം :
A state of being confined (usually for a short time).
His detention was politically motivated.