അർത്ഥം : କୌଣସି କର୍ମଚାରୀ କିଛି ଦିନପାଇଁ କେଉଁଠିକି ଚାଲିଯିବା ପରେ ତାଙ୍କ ସ୍ଥାନରେ କାମ କରୁଥିବା ବ୍ୟକ୍ତି
ഉദാഹരണം :
ଶ୍ୟାମ ଏବେ କାମଚଳା କର୍ମଚାରୀ ରୂପେ କାର୍ଯ୍ୟରତ
പര്യായപദങ്ങൾ : କାର୍ଯ୍ୟକାରୀ, କାର୍ଯ୍ୟନିର୍ବାହୀ, ସ୍ଥାନାପନ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
किसी कर्मचारी के कुछ दिनों के लिए कहीं चले जाने पर उसकी जगह काम करने वाला।
श्याम अभी स्थानापन्न कर्मचारी के रूप में कार्यरत है।അർത്ഥം : ଯେଉଁଥିରେ କୌଣସି ପ୍ରକାର କାମ କରାଯାଇପାରେ
ഉദാഹരണം :
ମୁଁ ଏହି ଯନ୍ତ୍ରକୁ କାମଚଳା କରିଦେଇଛି
മറ്റ് ഭാഷകളിലേക്കുള്ള വിവർത്തനം :
Ready for service or able to give long service.
Serviceable equipment.അർത്ഥം : ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
ഉദാഹരണം :
ଏଇଟି ସାଧାରଣ ଶାଢ଼ୀ ଏହି କାମ ଚଳା ସରକାର ଅଧିକ ଦିନ ରହିବ ନାହିଁ
പര്യായപദങ്ങൾ : ମାମୁଲି, ସାଧାରଣ, ସାମାନ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
Not exceptional in any way especially in quality or ability or size or degree.
Ordinary everyday objects.