അർത്ഥം : କାମରେ ଲଗେଇବା
ഉദാഹരണം :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
പര്യായപദങ്ങൾ : ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା, ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
काम पर लगाना।
इस काम के लिए उसने सात आदमियों को नियुक्त किया।അർത്ഥം : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
ഉദാഹരണം :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
പര്യായപദങ്ങൾ : କାମ କରିବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
ഉദാഹരണം :
କୋମଳ ଧାତୁ ଭଲରୂପେ କାମକରେ
പര്യായപദങ്ങൾ : କାମ କରିବା, ବ୍ୟବହୃତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
Behave in a certain way when handled.
This dough does not work easily.