അർത്ഥം : ବହୁତ ଅଧିକ କାମ ବା ପରିଶ୍ରମ କରିବା
ഉദാഹരണം :
ମୂଲିଆ ଦିନସାରା ଖଟିଥାଏ, ତେବେ ଯାଇ ତାବଦଳରେ ମୁଠେ ଅନ୍ନ ବା ଦୁଇ ପଟ ରୁଟି ସଂଗ୍ରହ କରିପାରେ
പര്യായപദങ്ങൾ : ଖଟିବା, ପରିଶ୍ରମ କରିବା, ମୂଲଲାଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
ഉദാഹരണം :
ମୁଁ କିଛି ଚମତ୍କାର କରିନାହିଁ
പര്യായപദങ്ങൾ : କରିବା, କାର୍ଯ୍ୟ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* कोई घटना आदि घटने का कारण होना या परिणाम के रूप में आना या होना।
मैंने कोई चमत्कार नहीं किया।അർത്ഥം : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
ഉദാഹരണം :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
പര്യായപദങ്ങൾ : କାମ ଦେବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
ഉദാഹരണം :
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
പര്യായപദങ്ങൾ : କରିବା, କାର୍ଯ୍ୟ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅସ୍ଥାୟୀ ରୂପରେ କୌଣସି ବ୍ୟକ୍ତିର ସ୍ଥାନରେ କାମ କରିବା ଓ ତାଙ୍କ ଦାୟିତ୍ୱ ତୁଲାଇବା
ഉദാഹരണം :
ବିଜୟ ଛୁଟିରେ ଥିବା କାରଣରୁ ଦୀପକ ତା କାମ କରିବ
പര്യായപദങ്ങൾ : ଦାୟିତ୍ୱ ତୁଲାଇବା
മറ്റ് ഭാഷകളിലേക്കുള്ള വിവർത്തനം :
* अस्थाई रूप से किसी की जगह पर काम करना और उसके उत्तरदायित्वों को निभाना।
गजा के छुट्टी पर जाने के कारण दीपक उसका भी काम करेगा।Help out by taking someone's place and temporarily assuming his responsibilities.
She is covering for our secretary who is ill this week.അർത്ഥം : କୌଣସି କାର୍ଯ୍ୟ କରିବା
ഉദാഹരണം :
ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
പര്യായപദങ്ങൾ : କରିବା, କାର୍ଯ୍ୟ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी कार्य को करना।
यह काम करने के बाद मैं आपका काम करूँगा।Exert oneself by doing mental or physical work for a purpose or out of necessity.
I will work hard to improve my grades.അർത്ഥം : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
ഉദാഹരണം :
କୋମଳ ଧାତୁ ଭଲରୂପେ କାମକରେ
പര്യായപദങ്ങൾ : କାମ ଦେବା, ବ୍ୟବହୃତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
Behave in a certain way when handled.
This dough does not work easily.അർത്ഥം : ବେତନ ନେଇ କୌଣସି କାମ କରିବା
ഉദാഹരണം :
ମୋହନ ଏକ ବୃହତ୍ତ ସଂସ୍ଥାରେ ଚାକିରି କରୁଛି
പര്യായപദങ്ങൾ : ଚାକିରି କରିବା, ନୌକରି କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
ഉദാഹരണം :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
പര്യായപദങ്ങൾ : ଉପଯୋଗରେ ଆସିବା, ଚାଲିବା
മറ്റ് ഭാഷകളിലേക്കുള്ള വിവർത്തനം :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।