അർത്ഥം : କୌଣସି ବ୍ୟକ୍ତି ବା ବସ୍ତୁର ପରିଶ୍ରମ, କ୍ରିୟାକଳପ ଆଦିରୁ ତିଆରି ବା ନିର୍ମିତ ହୋଇଥିବା ବା ଅସ୍ତିତ୍ୱରେ ଆସିଥିବା ଉତ୍ପାଦ
ഉദാഹരണം :
ଆପଣଙ୍କ କାମ ବହୁତ ସୁନ୍ଦରମୁଁ ଆପଣଙ୍କୁ ନିଜର ସବୁଠାରୁ ଭଲ କାମ ଦେଖାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
वह उत्पाद जो किसी व्यक्ति या वस्तु के परिश्रम, क्रिया-कलाप आदि से बना या निर्मित हो या अस्तित्व में आया हो।
आपका काम बहुत ही सुंदर है।A product produced or accomplished through the effort or activity or agency of a person or thing.
It is not regarded as one of his more memorable works.അർത്ഥം : ଇନ୍ଦିୟଗୁଡ଼ିକର ନିଜନିଜ ବିଷୟ ଆଡ଼କୁ ପ୍ରବୃତ୍ତି
ഉദാഹരണം :
କାମ, କ୍ରୋଧ, ଅହଙ୍କାର, ଲୋଭ ଆଦି ମନୁଷ୍ୟର ଶତ୍ରୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
ഉദാഹരണം :
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
പര്യായപദങ്ങൾ : ଉପଯୋଗ, ପ୍ରୟୋଗ, ବିନିଯୋଗ, ବ୍ୟବହାର
മറ്റ് ഭാഷകളിലേക്കുള്ള വിവർത്തനം :
The act of using.
He warned against the use of narcotic drugs.