അർത്ഥം : ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା
ഉദാഹരണം :
ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
പര്യായപദങ്ങൾ : କଲମ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତାସ ଖେଳରେ ରଙ୍ଗହୋଇଥିବା କୌଣସି ପତାଦ୍ୱାରା ଅନ୍ୟପତାକୁ ପ୍ରଭାବହୀନ କରିବା
ഉദാഹരണം :
ରାମୁ ରଙ୍ଗର ପଞ୍ଚାଦ୍ୱାରା ମୋ ଟୀକାକୁ କାଟିଲା
പര്യായപദങ്ങൾ : ନଷ୍ଟକରିବା, ମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
ताश के खेल में तुरुप के किसी पत्ते द्वारा किसी दूसरे पत्ते को प्रभावहीन करना।
रामू ने तुरुप के पंजे से मेरे एक्के को काटा।അർത്ഥം : କାହାର ମତ, ବିଚାର ବା କଥନକୁ ଭୁଲ୍ ସାବ୍ୟସ୍ତ କରିବା
ഉദാഹരണം :
ସେ ମୋର କଥାକୁ ଖଣ୍ଡନ କଲା
പര്യായപദങ്ങൾ : ଖଣ୍ଡନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଘାତ ଲଗିବାପରେ କଷ୍ଟ ହେବା
ഉദാഹരണം :
ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା
പര്യായപദങ്ങൾ : କଷ୍ଟହେବା, ଦରଜହେବା, ପୀଡ଼ାହେବା, ଯନ୍ତ୍ରଣା ହେବା
മറ്റ് ഭാഷകളിലേക്കുള്ള വിവർത്തനം :
चोट आदि लगने पर तक़लीफ़ होना।
पत्थर से टकराते ही मेरे सर में पीड़ा होने लगी।അർത്ഥം : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
ഉദാഹരണം :
ମହେଶ ନିମ ଗଣ୍ଡିକୁ ଛେଲୁଛି
പര്യായപദങ്ങൾ : କ୍ଷତ କରିବା, ଛେଲିବା
മറ്റ് ഭാഷകളിലേക്കുള്ള വിവർത്തനം :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।അർത്ഥം : କଇଁଚି ବା ସେହିପରି କୌଣସି ହତିଆରଦ୍ୱାରା କାଟିବା
ഉദാഹരണം :
ମାଳି ବଗିଚାରେ ଛୋଟଗଛଗୁଡ଼ିକ ପ୍ରତି ମାସରେ କାଟେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତାସ ଆଦିର ଗଦାରୁ କିଛିଭାଗ ଉଠାଇ ଅଲଗା କରିବା
ഉദാഹരണം :
ଯାଦୁକରର କହିବା ଅନୁସାରେ ମୁଁ ତାସକୁ କାଟିଲି
പര്യായപദങ്ങൾ : ଅଲଗା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Divide a deck of cards at random into two parts to make selection difficult.
Wayne cut.അർത്ഥം : କୌଣସି ଲେଖାକୁ କଲମରେ କାଟିଦେବା
ഉദാഹരണം :
ଶିକ୍ଷକ ଭୁଲ ଉତ୍ତରକୁ କାଟିଦେଲେ
പര്യായപദങ്ങൾ : ଛକି ମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିର୍ବାହ କରିବା ବା ବିତାଇଥିବା
ഉദാഹരണം :
ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
പര്യായപദങ്ങൾ : ନିର୍ବାହ କରିବା, ବିତାଇବା
മറ്റ് ഭാഷകളിലേക്കുള്ള വിവർത്തനം :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।