അർത്ഥം : ଧାତୁ, ପଥର, ବା କାଠ ଆଦିରେ ତିଆରି ହୋଇଥିବା ଯେଉଁ ପଟା ଉପରେ କିଛି ଲେଖା ବା ତିଆରି କରାଯାଇଥାଏ ବା ଯାହା ମାଧ୍ୟମରେ କିଛି ସୂଚନା ଦିଆଯାଇଥାଏ
ഉദാഹരണം :
ଗୁରୁଜୀ କଳାପଟାରେ ଗଣିତ ବୁଝାଉଛନ୍ତି
പര്യായപദങ്ങൾ : ବୋର୍ଡ଼
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଦ୍ୟାଳୟର ଶ୍ରେଣୀରେ କାନ୍ଥରେ ଥିବା ଯେଉଁ କଳା ରଙ୍ଗର ପଥରରେ ଲେଖିବା କାର୍ଯ୍ୟରେ ଲାଗେ
ഉദാഹരണം :
କଳାପଟାରେ ପ୍ରତିଦିନ ନୂଆ ନୂଆ ନୀତିବାକ୍ୟ ଲେଖାଯାଏ
പര്യായപദങ്ങൾ : ବ୍ଲାକ୍ ବୋର୍ଡ଼୍
മറ്റ് ഭാഷകളിലേക്കുള്ള വിവർത്തനം :
काला पत्थर जो विद्यालय की कक्षा की दीवारों पर लिखने के लिए लगा होता है।
श्यामपट्ट पर रोज़ नया नीति-वाक्य लिखा जाता है।അർത്ഥം : କାଠରେ ନିର୍ମିତ ଯେଉଁ କଳା ରଙ୍ଗର ଚାରିକୋଣିଆ ପଟା ଉପରେ ଲେଖାଯାଏ
ഉദാഹരണം :
ଶିକ୍ଷକ କଳାପଟାରେ ଉତ୍ତର ଲେଖୁଛନ୍ତି
പര്യായപദങ്ങൾ : ବ୍ଲାକବୋର୍ଡ଼୍
മറ്റ് ഭാഷകളിലേക്കുള്ള വിവർത്തനം :
लकड़ी का बना हुआ काले रंग का चौकोर फलक जिस पर लिखते हैं।
गुरुजी तख़्ते पर गणित का सवाल लिख रहे हैं।