അർത്ഥം : ବାହର ତତ୍ତ୍ୱ, କୀଟାଣୁଆଦିର କୌଣସି ସ୍ଥାନରେ ହୋଇଥିବା ଜମାଟ
ഉദാഹരണം :
ବର୍ଷା ଦିନରେ ସ୍ଥାନେ ସ୍ଥାନେ ଏକତ୍ରିତ ଜଳ କାରଣରୁ ରୋଗ ଜୀବାଣୁ, ମଶାଆଦିର ହେଉଥିବା ଉପନିବେଶ, ବେମାରୀର କାରଣ ହୋଇଥାଏ
പര്യായപദങ്ങൾ : ଉପନିବେଶ
മറ്റ് ഭാഷകളിലേക്കുള്ള വിവർത്തനം :
(microbiology) a group of organisms grown from a single parent cell.
colonyഅർത്ഥം : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
ഉദാഹരണം :
ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି
പര്യായപദങ്ങൾ : ବସ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
An area where a group of families live together.
settlement