അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ପଶୁପକ୍ଷୀମାନଙ୍କର ଯକୃତ
ഉദാഹരണം : ସେ ଖାଇବାପାଇଁ ଛେଳି କଲିଜା ଭାଜୁଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
पशु-पक्षियों का यकृत।
Liver of an animal used as meat.
അർത്ഥം : ଛାତି ଭିତରର ବାଁ ପଟେ ଥିବା ଏକ ଅବୟବ ଯାହାର ସ୍ପନ୍ଦନରେ ସାରା ଶରୀରର ନାଡ଼ିମାନଙ୍କରେ ରକ୍ତ ସଞ୍ଚାରଣ ଲାଗିରହିଥାଏ
ഉദാഹരണം : ହୃଦୟ ପ୍ରାଣୀମାନଙ୍କର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ
പര്യായപദങ്ങൾ : ମରମଥଳ, ମର୍ମ, ମର୍ମ ସ୍ଥଳ, ହିଆ, ହୃଦୟ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
छाती के अंदर बायीं ओर का एक अवयव जिसके स्पन्दन से सारे शरीर की नाड़ियों में रक्त-संचार होता रहता है।
അർത്ഥം : ପେଟର ଦକ୍ଷିଣ ପାଖରେ ଥିବା ଥଳି ଯାହା କାମ କଲେ ଖାଦ୍ୟର ପରିପାକ ହୁଏ
ഉദാഹരണം : ଇଆଡ଼ୁ ଇଆଡ଼ୁ ଜିନିଷ ଖାଇଲେ ଯକୃତ ସମ୍ବନ୍ଧୀୟ ରୋଗ ହୋଇପାରେ
പര്യായപദങ്ങൾ : ଯକୃତ
पेट में दाहिनी ओर की वह थैली जिसकी क्रिया से भोजन पचता है।
ഇൻസ്റ്റാൾ ചെയ്യുക