അർത്ഥം : କୁନ୍ତୀଙ୍କର ସବୁଠାରୁ ବଡ଼ ପୁତ୍ର ଯେ ବହୁତ ଦାନୀ ଥିଲେ ଏବଂ ଜନ୍ମ ନେବା ମାତ୍ରକେ ଯାହାଙ୍କୁ କୁନ୍ତୀ ତ୍ୟାଗ କରିଥିଲେ
ഉദാഹരണം :
କର୍ଣ୍ଣଙ୍କ ଦାନବୀରତାର କାହାଣୀ ଆଜିବି ଲୋକେ ବଡ଼ ଆଗ୍ରହରେ ଶୁଣନ୍ତି ଓ ପଢନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
कुंती का सबसे बड़ा पुत्र जो बहुत दानी था और जिसके जन्म लेते ही कुंती ने उसे त्याग दिया था।
कर्ण की दानवीरता की कहानी आज भी लोग बड़े चाव से सुनते एवं पढ़ते हैं।An imaginary being of myth or fable.
mythical beingഅർത്ഥം : ଯେଉଁ ରେଖା ଚତୁର୍ଭୁଜରେ ତେର୍ଚ୍ଛା ଭାବରେ ପଡ଼ିଥିବା ସାମ୍ନାସାମ୍ନି ଥିବା ବିନ୍ଦୁକୁ ମିଶାଏ ଏବଂ ସେହି ଚତୁର୍ଭୁଜକୁ ଦୁଇଟି ତ୍ରିଭୁଜରେ ବିଭକ୍ତ କରେ
ഉദാഹരണം :
ଏହି ଚତୁର୍ଭୁଜରେ କର୍ଣ୍ଣର ଲମ୍ବ ୫ସେଣ୍ଟିମିଟର
പര്യായപദങ്ങൾ : ବିକର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :
(mathematics) a set of entries in a square matrix running diagonally either from the upper left to lower right entry or running from the upper right to lower left entry.
diagonalഅർത്ഥം : କୌଣସି ତିନିକୋଣିଆ ପାର୍ଶ୍ବ ଭାଗ
ഉദാഹരണം :
ଏହି ତ୍ରିକୋଣର କର୍ଣ୍ଣ ଭୂମିଠାରୁ ବଡ
മറ്റ് ഭാഷകളിലേക്കുള്ള വിവർത്തനം :
The side of a right triangle opposite the right angle.
hypotenuse