അർത്ഥം : ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
ഉദാഹരണം :
ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
പര്യായപദങ്ങൾ : ଖଜଣା, ଟିକସ୍, ଟ୍ୟାକ୍ସ୍
മറ്റ് ഭാഷകളിലേക്കുള്ള വിവർത്തനം :
Charge against a citizen's person or property or activity for the support of government.
revenue enhancement, tax, taxationഅർത്ഥം : କହୁଣୀ ଠାରୁ ପଞ୍ଝାର ଅଗ୍ରଭାଗ ପର୍ଯ୍ୟନ୍ତ ଶରୀରର ଅଂଶ
ഉദാഹരണം :
ଦୁର୍ଘଟନାରେ ତାର ଡାହାଣ ହାତ କଟିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଖଜଣା ପ୍ରତି ଗଛ ହିସାବରେ ଦେବାକୁ ପଡ଼େ
ഉദാഹരണം :
ଜଣେ କର୍ମଚାରୀ କୃଷକମାନଙ୍କଠାରୁ ଖଜଣା ଆଦାୟ କରୁଛି
പര്യായപദങ്ങൾ : ଖଜଣା
മറ്റ് ഭാഷകളിലേക്കുള്ള വിവർത്തനം :
Charge against a citizen's person or property or activity for the support of government.
revenue enhancement, tax, taxationഅർത്ഥം : କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ
ഉദാഹരണം :
ଭୀମଙ୍କ ବାହୁରେ ବହୁତ ବଳ ଥିଲା
പര്യായപദങ്ങൾ : ବାହୁ, ଭୁଜ, ହସ୍ତ, ହାତ
മറ്റ് ഭാഷകളിലേക്കുള്ള വിവർത്തനം :
A human limb. Technically the part of the superior limb between the shoulder and the elbow but commonly used to refer to the whole superior limb.
armഅർത്ഥം : କୌଣସି ବ୍ୟକ୍ତି, ସମ୍ପତ୍ତି, ବ୍ୟାପାରଆଦି କାମରୁ ଯେଉଁ ଧନକୁ କେହି ଅଧିକାରୀ ନିଜପାଇଁ ନେଇଥାଏ
ഉദാഹരണം :
ମୋଗଲ ଶାସନ କାଳରେ ଶାସକ ଓ ସାମନ୍ତଙ୍କ ଦ୍ୱାରା ଭାରତୀୟ ଜନତାଙ୍କଠାରୁ ଅନେକ ପ୍ରକାରର କର ଅସୁଲ କରାଯାଉଥିଲା
പര്യായപദങ്ങൾ : ଟ୍ୟାକ୍ସ୍, ମାହାସୁଲ, ଶୁଳ୍କ
മറ്റ് ഭാഷകളിലേക്കുള്ള വിവർത്തനം :
Charge against a citizen's person or property or activity for the support of government.
revenue enhancement, tax, taxation