അർത്ഥം : ଶରୀରରେ ଏକ ପ୍ରକାରର ଶିହରଣ ଅନୁଭୂତ ହେବା
ഉദാഹരണം :
ଥଣ୍ଡାରୁ ତାଙ୍କ ଶରୀର କମ୍ପୁଅଛି
പര്യായപദങ്ങൾ : କମ୍ପିତହେବା, ଥରଥରହେବା, ଥରିବା, ଶିହରୀତହେବା
മറ്റ് ഭാഷകളിലേക്കുള്ള വിവർത്തനം :
शरीर में एक प्रकार की सिहरन महसूस होना।
ठंड के कारण उसका शरीर काँप रहा है।അർത്ഥം : ଭୟଆଦି କାରଣରୁ କମ୍ପିବା
ഉദാഹരണം :
ଉଗ୍ରବାଦୀକୁ ଦେଖି ସୋହନର ଶରୀର କମ୍ପିବାରେ ଲାଗିଲା ନିରୀହ ସାଙ୍ଗର ନିର୍ମମ ହତ୍ୟା ଦେଖି ଛୁଆମାନଙ୍କର ଛାତି ଥରି ଉଠିଲା
പര്യായപദങ്ങൾ : କମ୍ପିତ ହେବା, ଥରି ଉଠିବା, ଥରିବା
മറ്റ് ഭാഷകളിലേക്കുള്ള വിവർത്തനം :
क्रोध, भय आदि के कारण काँपने लगना।
उग्रवादी को देखते ही सोहन का शरीर थरथराने लगा।