അർത്ഥം : ପଦ୍ମର ମୂଳ ଯାହା ଲମ୍ବା ପତଳା ଡେମ୍ଫ ଭଳି ହୋଇଥାଏ
ഉദാഹരണം :
ଶୀଲା ପଦ୍ମମୂଳର ତରକାରି ତିଆରି କରୁଛି
പര്യായപദങ്ങൾ : କମଳ କନ୍ଦ, ନଳିନୀରୁହ, ପଦ୍ମକନ୍ଦ, ପଦ୍ମନାଡ, ପଦ୍ମମୂଳ, ମୃଣାଳ
മറ്റ് ഭാഷകളിലേക്കുള്ള വിവർത്തനം :
कमल का मूल जो पतले लम्बे डंठल के रूप में होता है।
शीला कमल ककड़ी की सब्जी बना रही है।