അർത്ഥം : ଯେଉଁ ଖାଲରେ ମୁସଲମାନ, ଖ୍ରୀଷ୍ଟିଆନ, ଇହୁଦୀମାନଙ୍କ ଶବ ରଖାଯାଏ ବା କବର ଦିଆଯାଏ
ഉദാഹരണം :
ମହାନ ସୁଫୀ ସନ୍ଥଙ୍କୁ କବର ଦେବାପାଇଁ ଅସଂଖ୍ୟ ଲୋକମିଶି ତାଙ୍କର କବର ଖୋଳିଲେ
മറ്റ് ഭാഷകളിലേക്കുള്ള വിവർത്തനം :
वह गड्ढा जहाँ मुसलमान,ईसाई,यहुदियों का मुर्दा गाड़ा या दफ़नाया जाता है।
महान सूफ़ी संत को दफ़नाने के लिए असंख्य लोगों ने मिलकर उनकी क़ब्र खोदी।അർത്ഥം : ଶବ ଆଦିକୁ ମାଟିତଳେ ପୋତିବାର ପ୍ରକ୍ରିୟା
ഉദാഹരണം :
ଅପରାଧୀ ଶବକୁ ଘର ଭିତରେ ହିଁ ସମାଧି ଦେଇଥିଲା
പര്യായപദങ്ങൾ : ସମାଧି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସେହି ଚଉତରା ଯାହା ଖାଲ ଉପରେ ତିଆରି ହୋଇଥାଏ, ଯେଉଁଥିରେ ମୁସଲ୍ମାନ, ଖ୍ରୀଷ୍ଟିଆନଆଦିଙ୍କର ଶବ ଶୁଆଇ ରଖାଯାଇଥାଏ
ഉദാഹരണം :
ସେ ପ୍ରତିଦିନ ସଂଧ୍ୟାରେ ନିଜ ମାଆଙ୍କ କବର ଉପରେ ମହମବତୀ ଜାଳିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
वह चबूतरा जो उस गड्ढे के ऊपर बनाया जाता है,जिसमें मुसलमान, ईसाइयों आदि का मुर्दा गड़ा रहता है।
वह प्रतिदिन शाम को अपनी माँ की कब्र पर मोमबत्ती जलाता है।