അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ସବୁଠାରୁ ଛୋଟ
ഉദാഹരണം : କନିଷ୍ଠ ଆଙ୍ଗୁଳିରେ ପୀଡ଼ା ହେଉଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
सबसे छोटा।
അർത്ഥം : ବୟସରେ ସବୁଠାରୁ ଛୋଟ
ഉദാഹരണം : ମୋ କନିଷ୍ଠ ଭାଇ ଆସୁଛି
പര്യായപദങ്ങൾ : ସାନ
जो अवस्था, वय आदि के विचार से औरों की तुलना में छोटा हो।
അർത്ഥം : ଯାହାର ଜନ୍ମ ପରେ ହୋଇଛି
ഉദാഹരണം : ଲକ୍ଷ୍ମଣ ରାମଙ୍କ ସାନ ଭାଇ ଥିଲେ
പര്യായപദങ്ങൾ : ଅନୁଜ, ଛୋଟ, ସାନ
जिसका जन्म बाद में हुआ हो।
അർത്ഥം : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
ഉദാഹരണം : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
പര്യായപദങ്ങൾ : ଅଧସ୍ତନ, ନିମ୍ନସ୍ଥ
जो पद, मर्यादा, योग्यता आदि में छोटा या दूसरों से घटकर हो।
ഇൻസ്റ്റാൾ ചെയ്യുക