അർത്ഥം : ଏଭଳି ଉକ୍ତି, କଥନ, ବା କାର୍ଯ୍ୟ ଯେଉଁଥିରେ କିଛି ବିଶିଷ୍ଟ କୌଶଳ ବା ଚମତ୍କାରିତା ଥାଏ ବା ଯେଉଁଥିରେ ପ୍ରଭାବିତ ହୋଇ ଲୋକେ ପ୍ରଶଂସା କରନ୍ତି
ഉദാഹരണം :
ତାର ପ୍ରତ୍ୟେକ କଥା କଥା ଭଳି
മറ്റ് ഭാഷകളിലേക്കുള്ള വിവർത്തനം :
ऐसी उक्ति, कथन या कार्य जिसमें कुछ विशिष्ट कौशल या चमत्कार हो या जिससे प्रभावित होकर लोग प्रशंसा करें।
उनकी हर बात में एक बात होती है।അർത്ഥം : କିଛି କହିବା କ୍ରିୟା
ഉദാഹരണം :
ସେନାଅଧିକାରୀଙ୍କ କଥାଶୁଣି ସୈନିକ ନିଜ କାର୍ଯ୍ୟରେ ଯୋଗଦେଲେ
പര്യായപദങ്ങൾ : କଥନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାମ କରିବା କିମ୍ବା ନକରିବାର ଭାବ ଯାହାକୁ ଦୃଢ଼ତା ବା ପ୍ରତିଜ୍ଞାପୂର୍ବକ ଭାବରେ ପ୍ରକାଶ କରାଯାଏ
ഉദാഹരണം :
ଆଧୁନିକ ଯୁଗରେ ବହୁତ କମ ଲୋକ ନିଜ କଥା ରକ୍ଷାକରନ୍ତି
പര്യായപദങ്ങൾ : ବଚନ
മറ്റ് ഭാഷകളിലേക്കുള്ള വിവർത്തനം :
A verbal commitment by one person to another agreeing to do (or not to do) something in the future.
promiseഅർത്ഥം : ମନଗଢ଼ା ବା ବାସ୍ତବିକ ଘଟଣାର ଆଧାରରେ ପ୍ରସ୍ତୁତ ହୋଇଥିବା ମୌଖିକ ବା ଲିଖିତ ବିବରଣୀ ଯାହାର ମୁଖ୍ୟ ଉଦ୍ଦେଶ୍ୟ ପାଠକଙ୍କର ମନୋରଞ୍ଜନ କରିବା,ସେମାନଙ୍କୁ କିଛି ଶିକ୍ଷା ଦେବା ବା କୌଣସି ବସ୍ତୁର ଅବସ୍ଥିତି ସମ୍ପର୍କରେ ପରିଚିତ କରାଇବା
ഉദാഹരണം :
ମୁନ୍ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ
പര്യായപദങ്ങൾ : ଆଖ୍ୟାନ, କଥା କୃତି, କାହାଣୀ
മറ്റ് ഭാഷകളിലേക്കുള്ള വിവർത്തനം :
मन से गढ़ा हुआ या किसी वास्तविक घटना के आधार पर प्रस्तुत किया हुआ मौखिक या लिखित विवरण जिसका मुख्य उद्देश्य पाठकों का मनोरंजन करना, उन्हें कोई शिक्षा देना अथवा किसी वस्तु-स्थिति से परिचित कराना होता है।
मुंशी प्रेमचंद की कहानियाँ ग्रामीण परिवेश को अच्छी तरह से दर्शाती हैं।അർത്ഥം : ଲୋକଙ୍କ ଭିତରେ ବିଶେଷ ଚର୍ଚ୍ଚା ହେବାପରି ଏପରି ଘଟଣା ବା କାର୍ଯ୍ୟ
ഉദാഹരണം :
କଥା ବାହାରିବାକୁ ଡେରିଲାଗିବ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଶେଷ ମହତ୍ତ୍ବପୂର୍ଣ କୌଣସି କଥା ଅଥବା ଦୃଢ, ନିଶ୍ଚିତ ବା ପ୍ରାମାଣିକ ମତ, ବିଚାର ବା ସିଦ୍ଧାନ୍ତ
ഉദാഹരണം :
ଯଦି ଏହି କଥା କାହରି କାନରେ ପଡିଯାଏ ତ ସବୁ ମାମଲା ବିଗିଡି ଯିବ
മറ്റ് ഭാഷകളിലേക്കുള്ള വിവർത്തനം :
विशेष महत्व का कोई कथन अथवा दृढ़, निश्चित या प्रामाणिक मत, विचार या सिद्धान्त।
जहाँ यह बात किसी के कान में पड़ी कि, सारा मामला बिगड़ जाएगा।അർത്ഥം : କୁହାହୋଇଥିବା କଥା
ഉദാഹരണം :
ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ ଆମର କଥା ମାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ମିଛ ବା ମନଗଢା କଥା
ഉദാഹരണം :
ସ୍କୁଲକୁ ଆସିବାରେ ଡେରିହେବାରୁ ପିଲାଟି କେତେ କଥା ଶୁଣାଉଛି
പര്യായപദങ്ങൾ : କାହାଣୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
ഉദാഹരണം :
ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
പര്യായപദങ്ങൾ : ବଚନ, ବାକ୍ୟ, ବାଣୀ, ବୋଲି
മറ്റ് ഭാഷകളിലേക്കുള്ള വിവർത്തനം :
(language) communication by word of mouth.
His speech was garbled.അർത്ഥം : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ഉദാഹരണം :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
പര്യായപദങ്ങൾ : ଆଲୋଚନା, କଥାବାର୍ତ୍ତା, ବାର୍ତ୍ତାଳାପ
മറ്റ് ഭാഷകളിലേക്കുള്ള വിവർത്തനം :
दो या दो से अधिक व्यक्तियों का किसी प्रकरण पर आपस में कुछ कहना।
हम लोग तुम्हारे बारे में ही बात कर रहे थे।Talk socially without exchanging too much information.
The men were sitting in the cafe and shooting the breeze.