അർത്ഥം : ଯାହା କହିବା ଯୋଗ୍ୟ
ഉദാഹരണം :
ଆପଣ ଏହି କଥାକୁ ଡେଙ୍ଗୁରାପିଟି କାହିଁକି କହିବୁଲୁଛନ୍ତି, ଏହା କଥନୀୟ ନୁହେଁ
പര്യായപദങ്ങൾ : କଥ୍ୟ, କହିବା ଯୋଗ୍ୟ, କହିବାର କଥା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ବର୍ଣ୍ଣନା କରିବା ଯୋଗ୍ୟ
ഉദാഹരണം :
ଆଜି ଯାହା କିଛି ବି ମୋ ସହିତ ଘଟିଲା ତାହା ବର୍ଣ୍ଣନୀୟ
പര്യായപദങ്ങൾ : ବର୍ଣ୍ଣନୀୟ, ବର୍ଣ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
Capable of being described.
describable