അർത്ഥം : ମାଛ ଶରୀର ଭିତରେ ମିଳୁଥିବା କଣ୍ଟା ଭଳି ଅସ୍ଥି
ഉദാഹരണം :
ମାଛ ଖାଇବା ସମୟରେ ରାମୁର ତଣ୍ଟିରେ କଣ୍ଟା ଲାଗିଗଲା
പര്യായപദങ്ങൾ : ମାଛ କଣ୍ଟା
മറ്റ് ഭാഷകളിലേക്കുള്ള വിവർത്തനം :
मछली के शरीर के अंदर पाई जानेवाली काँटे जैसी अस्थि।
मछली खाते समय रामू के मुँह में काँटा चुभ गया।A bone of a fish.
fishboneഅർത്ഥം : ମାଛ ଧରିବାପାଇଁ ବ୍ୟବହୃତ ଲୁହାକଣ୍ଟା
ഉദാഹരണം :
ମାଛ ଧରିବାପାଇଁ ମୋହନ କଣ୍ଟାରେ ଥୋପ ଲଗାଇଲା
പര്യായപദങ്ങൾ : ବନ୍ସୀ କଣ୍ଟା, ବଡ଼ଶୀ
മറ്റ് ഭാഷകളിലേക്കുള്ള വിവർത്തനം :
A sharp barbed hook for catching fish.
fishhookഅർത്ഥം : ନଟୁର ତଳେ ଲାଗିଥିବା କଣ୍ଟା
ഉദാഹരണം :
ଏହି ନଟୁର କଣ୍ଟା ଭାରି ଛୋଟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗଛର ଡାଳ, ଗଣ୍ଡି, ପତ୍ରଆଦିରୁ ବାହାରିଥିବା ଅଂଶ ଯାହା ଛୁଞ୍ଚି ପରି ହୋଇଥାଏ
ഉദാഹരണം :
ଜଙ୍ଗଲରେ ଯାଉଥିବାବେଳେ ତା ପାଦରେ କଣ୍ଟା ପଶିଗଲା
പര്യായപദങ്ങൾ : କଣ୍ଟକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ମାପକ ଉପକରଣରେ ଲଗାଯାଇଥିବା ଲମ୍ବା, ପତଳା, ତୀକ୍ଷ୍ଣ ଭାଗ ଯାହା କୌଣସି ମାପର ଫଳକୁ ଦେଖାଏ
ഉദാഹരണം :
କମ୍ପାସର କଣ୍ଟା ଉତ୍ତର-ଦକ୍ଷିଣ ଦେଖାଏ
മറ്റ് ഭാഷകളിലേക്കുള്ള വിവർത്തനം :
A pointed projection.
prongഅർത്ഥം : ଛୁଞ୍ଚି ବା କୀଳାପରି କୌଣସି ମୁନିଆ ଜିନିଷ
ഉദാഹരണം :
ରାମ ଚାରିକାନ୍ଥରେ କଣ୍ଟା ପିଟିଲା
മറ്റ് ഭാഷകളിലേക്കുള്ള വിവർത്തനം :
An iron spike attached to the shoe to prevent slipping on ice when walking or climbing.
climber, climbing iron, crampon, crampoon