അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଛେଦ କରିବା କ୍ରିୟା
ഉദാഹരണം : ଗହଣା ପିନ୍ଧିବା ପାଇଁ ମହିଳାମାନେ ନାକ ଓ କାନ ଛେଦନ କରନ୍ତି
പര്യായപദങ്ങൾ : ଛିଦ୍ର, ଛେଦନ, ଫୋଡ଼, ବେଧନ, ରନ୍ଧ୍ର
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
छेद करने की क्रिया।
Something that people do or cause to happen.
അർത്ഥം : ଯେଉଁ ଲୋକର ଗୋଟିଏ ଆଖି ଖରାପ
ഉദാഹരണം : ଦୋକାନରେ ଦୁଇ କଣା ନିଜନିଜ ମଧ୍ୟରେ ଝଗଡ଼ା କରୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह आदमी जिसकी एक आँख खराब हो।
അർത്ഥം : କୌଣସି ଜିନିଷ ମଝିରେ ଥିବା ଖାଲି ଯାଗା
ഉദാഹരണം : ଜଳା ବାଟ ଦେଇ ସାପଟି ଘରେ ପ୍ରବେଶ କଲା
പര്യായപദങ്ങൾ : ଛିଦ୍ର, ଜଳା, ନଳା, ଫୋଡ଼, ବିନ୍ଧ, ରନ୍ଧ୍ର
किसी चीज़ के बीच में खाली जगह।
An opening into or through something.
അർത്ഥം : ଯାହାର ଗୋଟିଏ ଆଖି ଖରାପ ହୋଇଛି ବା ଗୋଟିଏ ଆଖିରେ ଦେଖାଯାଉନାହିଁ
ഉദാഹരണം : ବସନ୍ତ ରୋଗ ଯୋଗୁଁ ତା'ର ଗୋଟିଏ ଆଖି ଚାଲିଗଲା ଓ ସେ କଣା ହୋଇଗଲା
പര്യായപദങ്ങൾ : ଏକଆଖିଆ
जिसकी एक आँख खराब हो या एक आँख से दिखाई न दे।
Having or showing only one eye.
ഇൻസ്റ്റാൾ ചെയ്യുക