അർത്ഥം : ରୁକ୍ଷ ହେବାର ଅବସ୍ଥା ବା ଭାବ
ഉദാഹരണം :
ସ୍ୱାର୍ଥ ଯୋଗୁଁ ମୁଁ ତାଙ୍କ କଠୋରତା ସହିନେଉଛି ନହେଲେ କଠୋରତା କଣ ଭଲ ଲାଗେ?
പര്യായപദങ്ങൾ : ଉଗ୍ରତା, କର୍କଶତା, ରୁକ୍ଷତା
മറ്റ് ഭാഷകളിലേക്കുള്ള വിവർത്തനം :
Venom secreted by certain snakes.
snake venomഅർത്ഥം : କଠୋର ହେବାର ଅବସ୍ଥା ବା ଭାବ
ഉദാഹരണം :
ଶୁଖିଲା ମାଟିର କଠିନତା ଦୂର କରିବାପାଇଁ ସେଥିରେ ପାଣି ଢାଳ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
ഉദാഹരണം :
ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
പര്യായപദങ്ങൾ : କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନିଷ୍ଠୁରତା, ନୃଶଂସତା, ହୃଦୟହୀନତା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରୁକ୍ଷ ହେବାର ଅବସ୍ଥା ବା ଭାବ
ഉദാഹരണം :
ରକ୍ଷା ଆଜି ବଡ଼ ରୁକ୍ଷତାରସହ ମୋତେ କଥାବାର୍ତ୍ତା କଲା
പര്യായപദങ്ങൾ : କର୍କଶତା, ରୁକ୍ଷତା
മറ്റ് ഭാഷകളിലേക്കുള്ള വിവർത്തനം :
Objectivity and detachment.
Her manner assumed a dispassion and dryness very unlike her usual tone.അർത്ഥം : କଠୋର ବ୍ୟବହାର
ഉദാഹരണം :
କେବେକେବେ ପୋଲିସକୁ ଅପରାଧିମାନଙ୍କ ସହିତ କଠୋରତା ଦେଖାଇବାକୁ ପଡ଼େ
പര്യായപദങ്ങൾ : କଠୋରପଣ
മറ്റ് ഭാഷകളിലേക്കുള്ള വിവർത്തനം :