അർത്ഥം : ଶାମୁକା ଭଳି ଖୋଳପା ଭିତରେ ରହୁଥିବା ଏକ ସାମୁଦ୍ରିକ ପୋକ
ഉദാഹരണം :
ଚୀନ୍ବାସୀ କଉଡ଼ି ସିଝେଇ ଖାଆନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗେଣ୍ଡା ଭଳି ଗୋଟିଏ ସାମୁଦ୍ରୀକ କୀଟର କଡ଼ା ଅସ୍ଥି ଆବରଣ
ഉദാഹരണം :
କଉଡ଼ିରେ ଭିନ୍ନଭିନ୍ନ ଆଭୂଷଣ ଏବଂ ସାଜସଜାର ଜିନିଷ ତିଆରି କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଉଡ଼ିଦେଇ ପରିଶୋଧ କରାଯାଉଥିବା ମଜୁରି
ഉദാഹരണം :
ମଜୁରିଆ କଉଡ଼ି ନେଉଛି
മറ്റ് ഭാഷകളിലേക്കുള്ള വിവർത്തനം :
Something that remunerates.
Wages were paid by check.അർത്ഥം : ଦ୍ରବ୍ୟ ବିନିମୟପାଇଁ ବ୍ୟବହୃତ ଅତି କମ ମୂଲ୍ୟର ମୁଦ୍ରାର ପ୍ରତୀକ ଏକ ସାମୁଦ୍ରିକ କୀଟର ଶକ୍ତ ଅସ୍ଥି ଆବରଣ
ഉദാഹരണം :
ଆଠ କଉଡ଼ି ମିଶି ଏକ ପଣ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
पुराने जमाने में वस्तु-विनिमय के लिए प्रयुक्त बहुत कम मूल्य की मुद्रा जो एक समुद्री कीड़े का कड़ा अस्थि आवरण होता है।
आठ कौड़ियों का एक पण होता था।