അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ସ୍ତ୍ରୀଲୋକଙ୍କର ଘୋଡ଼ିହେବା ବସ୍ତ୍ର ବା ଚାଦର
ഉദാഹരണം : ଶ୍ୱଶୁରାଳୟକୁ ଯିବା ସମୟରେ ସେ ଲାଲ ଓଢ଼ଣୀ ଘୋଡ଼ିହୋଇଥିଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
स्त्रियों के ओढ़ने का वस्त्र या चादर।
അർത്ഥം : ସ୍ତ୍ରୀମାନଙ୍କର ପିନ୍ଧିବା ବା ଢାଙ୍କିହେବାର ବସ୍ତ୍ର
ഉദാഹരണം : ତାର ଲାଲ ଓଢ଼ଣୀ ପବନରେ ତରଙ୍ଗାୟିତ ହେବା ନଜରରେ ପଡ଼ିଲା
പര്യായപദങ്ങൾ : ଆସ୍ତରଣ, ଉପରାଣ, ଖଣ୍ଡୁଆ
स्त्रियों के पहनने या ओढ़ने का कपड़ा।
അർത്ഥം : ଉପର ଆଡ଼ୁ ଶରୀରକୁ ଢାଙ୍କିରଖୁଥିବା ଲୁଗା
ഉദാഹരണം : ଠାଏ ଠାଏ ଫାଟିଯାଇଥିବା ଉତ୍ତରୀ ତା ନିର୍ଦ୍ଧନତାକୁ ପ୍ରମାଣିତ କରେ
പര്യായപദങ്ങൾ : ଉତ୍ତରୀ
ऊपर से शरीर ढाँकने का एक कपड़ा।
ഇൻസ്റ്റാൾ ചെയ്യുക