അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ମୁହଁ ଲୁଚାଇବାପାଇଁ ତା ଉପରେ ପକାଯାଉଥିବା ଲୁଗା
ഉദാഹരണം : ଆତଙ୍କବାଦୀ ମୁଖା ଲଗାଇଥିଲେ
പര്യായപദങ്ങൾ : ମୁଖବନ୍ଧା, ମୁଖା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
चेहरा छिपाने के लिए उस पर डाला हुआ कपड़ा।
A covering to disguise or conceal the face.
അർത്ഥം : ଲଜ୍ଜାଶୀଳା ସ୍ତ୍ରୀଲୋକମାନେ ଶାଢ଼ୀ, ଓଢ଼ଣୀ ବା ଚାଦରର ଯେଉଁ ଭାଗ ମୁଣ୍ଡ ଉପରେ ମୁହଁ ପର୍ଯ୍ୟନ୍ତ ଝୁଲାଇ ରଖନ୍ତି
ഉദാഹരണം : ନିଜ ଶ୍ୱଶୁରଙ୍କୁ ଦେଖିଲାମାତ୍ରେ ସେ ମୁହଁ ଉପରେ ଓଢ଼ଣା ଟାଣିଦେଲା
പര്യായപദങ്ങൾ : ଅବଗୁଣ୍ଠନ
साड़ी, ओढ़नी या चादर का वह भाग जिसे लज्जाशील स्त्रियाँ सिर के ऊपर से मुख पर झुलाए रहती हैं।
A garment that covers the head and face.
അർത്ഥം : ଓଢ଼ଣୀ ସାହାଯ୍ୟରେ ମୁଣ୍ଡ ଉପରୁ ଆରମ୍ଭ କରି ମୁହଁ ଢାଙ୍କିବା କ୍ରିୟା
ഉദാഹരണം : ଗାଁ ମାନଙ୍କରେ ଆଜିବି ଓଢ଼ଣାର ପ୍ରଚଳନ ଅଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
पल्लू को सिर के ऊपर से लेकर मुख ढकने की क्रिया।
ഇൻസ്റ്റാൾ ചെയ്യുക